ବିଷ୍ଣୁପୁରୀ

ଉଇକିଅଭିଧାନ‌ରୁ

ବିଷ୍ଣୁପୁରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

ବିଷ୍ଣୁପୁରରେ ଉତ୍ପାଦିତ —Belonging to or manufactured in Bishṇupura.

(ଯଥା—ବିଷ୍ଣୁପୁରୀ ପାଟ, ଗୁଡା଼ଖୂ ଓ ଧୂଆଁପତ୍ର ପ୍ରଭୁତି

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଷ୍ଣୁ+ପୁରୀ)[ସମ୍ପାଦନା]

ବୈକୁଣ୍ଠ ଭୁବନ — The mythological abode of Bishṇu.