ବିସନି
ଦେଖଣା
ବିସନି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]ବିସିନି (ଦେଖ) - — Bisini (See).
ବିସନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂ, ବ୍ୟସନୀ)
[ସମ୍ପାଦନା]- ୧. ବ୍ୟସନାସକ୍ତ — ୧. Addicted to evil acts; dissolute.
- ୨. ବେଶଭୁଷା ପ୍ରିୟ — ୨. Foppish; fond of gorgeous dress.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜାର; ଉପପତି; ଇୟାର — ୧. Paramom.
- ୨. ବେଶ୍ୟାର ରକ୍ଷିତ ପୁରୁଷ — ୨. Paramom or retained lover of a prostitute.
- ୩. ବ୍ୟସନାସକ୍ତ ବ୍ୟକ୍ତି — ୩. A dissolute person.
- ୪. ସଉକି ଲୋକ — ୪. Beau; a fop.