ବିସର୍ଗ

ଉଇକିଅଭିଧାନ‌ରୁ

ବିସର୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବି+ସ୍ମନ ଧାତୁ=ତ୍ୟାଗ କରିବା+ଭାବ. ଅ)

୧. ବିସର୍ଜନ; ତ୍ୟାଗ —୧. Abandonment.
୨. ମଳୋତ୍ସର୍ଗ; ମଳ ତ୍ୟାଗ — ୨. Discharge or evacuation of the bowels.
୩. ବିୟୋଗ — ୩. Separation.
୪. ମୋକ୍ଷ — ୪. Emancipation.
୫. ଦାନ — ୫. Giving away; donation.
୬. ଦୀପ୍ତି — ୬. Splendour; light.
୭. ପ୍ରେରଣ — ୭. Sending forth.
୮. ଦେହରୁ ଝାଡିବା; ନିଜ ଦେହରୁ ଖସାଇବା —୮. Shedding; dropping; emitting (Apte).
୯. ଅଜାଡିବା — ୯. Pouring down (Apte)
୧. ପ୍ରସ୍ଥାନ — ୧୦. Departure.
୧୧. (ବି+ସୁଜ ଧାତୁ+ କର୍ମ. ଅ)— ଦକ୍ଷିଣାୟନ ୧୧. The sun's course towards the south of the equator.
୧୨. (+କର୍ମ. ଅ) ତ୍ୟକ୍ତ ବସ୍ତୁ — ୧୨. Abandoned thing.
୧୩. ଦତ୍ତ ବସ୍ତୁ — ୧୩. A gift.
୧୪. ଦ୍ୱିବିନ୍ଦୁ ବର୍ଣ୍ଣ— ବିଶେଷ; ଏହାର ଆକୃତି '୮' — ୧୪. A letter indicated by two points, one over the other, indicating the hard aspirate 'h'.
୧୫. (+କରଣ. ଅ) ଲିଙ୍ଗ; ମେତ୍ର — ୧୫. The penis (Apte).
୧୬. (+ରାବ ଅ) ସୃଷ୍ଟି; ସର୍ଜନ — ୧୬. Creation.
୧୭. (+କର୍ମ. ଅ) ସୃଷ୍ଟ ବସ୍ତୁଚୟ — ୧୭. Created things.

(ଉ—ଏହାଙ୍କ ସଙ୍ଗତରେ ପୁଣ, ପୁରୁଷ ସଂଯୋଗ ଭାଗେଣ ଏହାଙ୍କ ବାସନାର ଅଙ୍ଗ, ସ୍ଥାବର ଜଙ୍ଗମ ପତଙ୍ଗ କୀଟ ଆଦି ଚାରି ଉତ୍ପତ୍ତି, ଏମାନେ ବିସର୍ଗ ବୋଲାନ୍ତି ଜଗନ୍ନାଥ, ଭାଗବତ)



  • (file)
  • (file)