Jump to content

ବିସ୍ତାର

ଉଇକିଅଭିଧାନ‌ରୁ

ବିସ୍ତାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବିଣ—ବିସ୍ତୃତ)

  • (file)

ସଂସ୍କୃତ - ବିଶେଷ୍ୟ - (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ)[ସମ୍ପାଦନା]

୧. ବ୍ୟାପ୍ତି; ବିସ୍ତୃତି — ୧. Expanse.
୨. ବିଶାଳତା — ୨. Greatness; extent.
୩. ବିସ୍ତୃତ ବିବରଣ — ୩. Detailed description.
୪. ବୃତ୍ତର ବ୍ୟାସ — ୪. Dismeter.
୫. ଓସାର; ଚଉଡ଼ା —୫. Width; breadth.
୬. (ବି+ସ୍ତୃ ଧାତୁ+କର୍ମ. ଅ) ସମାସ ବାକ୍ୟ — ୬. A compound word.
୭. (ବି+ସ୍ତୃଧାତୁ+କର୍ତ୍ତୃ. ଅ) ବିଟପ; ଶାଖା — ୭. Branch.
୮. ଗୁଚ୍ଛ; ଗୋଛା — ୮. Bunch; bundle.
୯. ଶିବ (ହିନ୍ଦୀ - ଶ) —୯. Ṡiba.
୧. ବିଷ୍ଣୁ (ହିନ୍ଦୀ - ଶ) — ୧୦. Bishṇu.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବିସ୍ତୃତ; ବିଶାଳ; ବଡ଼ — ୧. Extensive; great.

(ଉ—ଏ ମହାଭାରତକୁ କେଉଁ ଦ୍ୱିଜଂ ମାନେ, ବିସ୍ତାର କରି ଧରି ଅଛନ୍ତି ଯେ ମନେ କୃଷ୍ଣସିଂହ, ମହାଭାରତ, ଆଦି)

୨. ଖ୍ୟାତ; ପ୍ରକାଶିତ — ୨. Published.

(ଉ—ବିଧୁର ବିଧୁର ଲୀଳା ହୋଇବା ବିସ୍ତାର ଭଞ୍ଜ, ବୈଦେହୀଶବିଳାସ)