ବିସ୍ତୃତି
ଦେଖଣା
ବିସ୍ତୃତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି)
[ସମ୍ପାଦନା]- ୧. ବ୍ୟାପ୍ତି — ୧. Spreading; diffusion.
- ୨. ବିସ୍ତାର କରଣ — ୨. Expansion; amplification.
- ୩. ବିସ୍ତୃତ ବର୍ଣ୍ଣନା — ୩. Ditailed description.
- ୪. ବୃତ୍ତର ବ୍ୟାସ — ୪. Diameter.
- ୫. ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ପରିମାଣ —୫. The length, breadth and thickness of a thing.