ବିହଙ୍ଗ
ଦେଖଣା
ବିହଙ୍ଗ
ଉଚ୍ଚାରଣ
[ସମ୍ପାଦନା](ବିହଙ୍ଗକ—ଅନ୍ୟରୂପ)
[ବିହଗା(ଙ୍ଗା)—ସ୍ତ୍ରୀ]
ସଂସ୍କୃତ - ବିଶେଷ୍ୟ - (ବିହାୟକ=ଆକାଶ+ଗମ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତସିଦ୍ଧ)
[ସମ୍ପାଦନା]- ୧. ପକ୍ଷୀ — Bird.
- ୨. ମେଘ —୨. Cloud.
- ୩. ବାଣ —୩. Arrow.
- ୪. ସୂର୍ଯ୍ୟ — ୪. The sun.
- ୫. ଚନ୍ଦ୍ର —୫. The moon.
- ୬. ମହାଭାରତୋକ୍ତ ନାଗବିଶେଷ —୬. Name of a mythological serpent.