ବିହାର

ଉଇକିଅଭିଧାନ‌ରୁ

ବିହାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବିହାର—ଅନ୍ୟରୂପ)

  • (file)

ସଂସ୍କୃତ - ବି—(ବି+ହୃ ଧାତୁ = ହରଣ କରିବା; କ୍ରୀଡ଼ା କରିବା+ ଭାବ. ଅ)[ସମ୍ପାଦନା]

୧. ମନକୁ ଖୁସି କରିବା ପାଇଁ ଭ୍ରମଣ; ହାଉଆ ଖାଇବା —୧. Taking a walk for pleasure; airing; stroll (Apte).
୨. କ୍ରୀଡ଼ା —୨. Recreation; sport; play.
୩. ଉପଭୋଗ —୩. Enjoyment.
୪. କୌତୁକ; କେଳି — ୪. Amusements; diversion.
୫. ରତିକ୍ରୀଡ଼ା (ହିନ୍ଦୀ - ଶ) —୫. Copulation.
୬. (ବି+ହୃ ଧାତୁ= ହରଣ କରିବା+ଅଧି. ଅ)—କ୍ରୀଡ଼ା ସ୍ଥାନ —୬. Place of recreation; play ground.
୭. ସଂଘାରାମ; ବୌଦ୍ଧ ମଠ —୭. A Buddistic monastery.
୮. କ୍ରୀଡ଼ୋଦ୍ୟାନ —୮. A pleasure garden; park (Apte).
୯. ପଦ କ୍ଷେପଣ —୬. Tread; stepping (Apte).
୧. ହସ୍ତପଦାଦିର ଚାଳନ —୧୦. Movement of hands, feet etc (Apte).
୧୧. ଦେବ ମନ୍ଦିର —୧୧. A temple in general (Apte).
୧୨. ଇନ୍ଦ୍ର ଭବନ —୧୨. The palace of Indra (Apte).
୧୩. (+କର୍ତ୍ତୃ. ଅ) ବିନ୍ଦୁରେଖକ ପକ୍ଷୀ; ପକ୍ଷିବିଶେଷ —୧୩. A kind of bird.
୧୪. (+ଭାବ. ଅ) ପ୍ରସ୍ଫୁଟନ; ବିକଶନ; ବିସ୍ତାର —୧୪. Opening; expansion (Apte).
୧୫. (ବି+ହୃ ଧାତୁ+ କରଣ. ଅ) ସ୍କନ୍ଧ —୧୫. Shoulder.
୧୬. (+ କର୍ମ. ଅ) ଗଛର ଗଣ୍ଡି —୧୬. The trunk of a tree.
୧୭. ଇନ୍ଦ୍ରଙ୍କ ପତାକା —୧୭. The banner
of Indra (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମିଥିଳା ପ୍ରଦେଶ; ଆଧୁନିକ ଓଡ଼ିଶା ପ୍ରଦେଶର ଉତ୍ତରେ ଥିବା ରାଜକୀୟ ଶାସନ ବିଭାଗ —୧. Bihar (Province); morden name of ancient Mithiḻā

[ଦ୍ରଷ୍ଟବ୍ୟ —ବୌଦ୍ଧଯୁଗରେ ଏ ଅଞ୍ଚ— ଳରେ ଅନେକ 'ବିହାର' ବା ବୌଦ୍ମଠ ଥିବାରୁ ଏଅଞ୍ଚଳର ନାମ 'ବିହାର' ହୋଇଅଛି ଆଧୁନିକ ବିହାର ବା ପାଟନା ନଗରୀର ପ୍ରାଚୀନ ନାମ ପାଟଳୀପୁତ୍ର ବା ପୁଷ୍ପପୁର ଏ ବିଭାଗ ପୂର୍ବେ ବଙ୍ଗପ୍ରଦେଶର ଅଧୀନ ଥିଲା ବଙ୍ଗଦେଶରୁ ସ୍ୱତନ୍ତ୍ର ହୋଇ ଓଡ଼ିଶା ସଙ୍ଗେ ଏହା 'ବିହାର ଓଡ଼ିଶା' ପ୍ରଦେଶ ହୋଇଅଛି ବର୍ତ୍ତମାନ ଅଳ୍ପଦିନେ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ହେବ ଏବଂ ବିହାର ଗୋଟିଏ ସ୍ୱତନ୍ତ୍ର ପ୍ରଦେଶର ନାମ ହେବ ]

୨. ବିହାର ପ୍ରଦେଶର ଏକ ଜିଲ୍ଲା ଓ ନଗର (ଏହା ପାଟଣା ଡିଭିଜନର ଅନ୍ତର୍ଗତ) —୨. Name of a district and town in the Province of Bihar.