ବିହାର
ଦେଖଣା
ବିହାର
ଉଚ୍ଚାରଣ
[ସମ୍ପାଦନା](ବିହାର—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବି+ହୃ ଧାତୁ = ହରଣ କରିବା; କ୍ରୀଡ଼ା କରିବା+ ଭାବ. ଅ)
[ସମ୍ପାଦନା]- ୧. ମନକୁ ଖୁସି କରିବା ପାଇଁ ଭ୍ରମଣ; ହାଉଆ ଖାଇବା —୧. Taking a walk for pleasure; airing; stroll (Apte).
- ୨. କ୍ରୀଡ଼ା —୨. Recreation; sport; play.
- ୩. ଉପଭୋଗ —୩. Enjoyment.
- ୪. କୌତୁକ; କେଳି — ୪. Amusements; diversion.
- ୫. ରତିକ୍ରୀଡ଼ା (ହିନ୍ଦୀ - ଶ) —୫. Copulation.
- ୬. (ବି+ହୃ ଧାତୁ= ହରଣ କରିବା+ଅଧି. ଅ)—କ୍ରୀଡ଼ା ସ୍ଥାନ —୬. Place of recreation; play ground.
- ୭. ସଂଘାରାମ; ବୌଦ୍ଧ ମଠ —୭. A Buddistic monastery.
- ୮. କ୍ରୀଡ଼ୋଦ୍ୟାନ —୮. A pleasure garden; park (Apte).
- ୯. ପଦ କ୍ଷେପଣ —୬. Tread; stepping (Apte).
- ୧. ହସ୍ତପଦାଦିର ଚାଳନ —୧୦. Movement of hands, feet etc (Apte).
- ୧୧. ଦେବ ମନ୍ଦିର —୧୧. A temple in general (Apte).
- ୧୨. ଇନ୍ଦ୍ର ଭବନ —୧୨. The palace of Indra (Apte).
- ୧୩. (+କର୍ତ୍ତୃ. ଅ) ବିନ୍ଦୁରେଖକ ପକ୍ଷୀ; ପକ୍ଷିବିଶେଷ —୧୩. A kind of bird.
- ୧୪. (+ଭାବ. ଅ) ପ୍ରସ୍ଫୁଟନ; ବିକଶନ; ବିସ୍ତାର —୧୪. Opening; expansion (Apte).
- ୧୫. (ବି+ହୃ ଧାତୁ+ କରଣ. ଅ) ସ୍କନ୍ଧ —୧୫. Shoulder.
- ୧୬. (+ କର୍ମ. ଅ) ଗଛର ଗଣ୍ଡି —୧୬. The trunk of a tree.
- ୧୭. ଇନ୍ଦ୍ରଙ୍କ ପତାକା —୧୭. The banner
of Indra (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମିଥିଳା ପ୍ରଦେଶ; ଆଧୁନିକ ଓଡ଼ିଶା ପ୍ରଦେଶର ଉତ୍ତରେ ଥିବା ରାଜକୀୟ ଶାସନ ବିଭାଗ —୧. Bihar (Province); morden name of ancient Mithiḻā
[ଦ୍ରଷ୍ଟବ୍ୟ —ବୌଦ୍ଧଯୁଗରେ ଏ ଅଞ୍ଚ— ଳରେ ଅନେକ 'ବିହାର' ବା ବୌଦ୍ମଠ ଥିବାରୁ ଏଅଞ୍ଚଳର ନାମ 'ବିହାର' ହୋଇଅଛି ଆଧୁନିକ ବିହାର ବା ପାଟନା ନଗରୀର ପ୍ରାଚୀନ ନାମ ପାଟଳୀପୁତ୍ର ବା ପୁଷ୍ପପୁର ଏ ବିଭାଗ ପୂର୍ବେ ବଙ୍ଗପ୍ରଦେଶର ଅଧୀନ ଥିଲା ବଙ୍ଗଦେଶରୁ ସ୍ୱତନ୍ତ୍ର ହୋଇ ଓଡ଼ିଶା ସଙ୍ଗେ ଏହା 'ବିହାର ଓଡ଼ିଶା' ପ୍ରଦେଶ ହୋଇଅଛି ବର୍ତ୍ତମାନ ଅଳ୍ପଦିନେ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ହେବ ଏବଂ ବିହାର ଗୋଟିଏ ସ୍ୱତନ୍ତ୍ର ପ୍ରଦେଶର ନାମ ହେବ ]
- ୨. ବିହାର ପ୍ରଦେଶର ଏକ ଜିଲ୍ଲା ଓ ନଗର (ଏହା ପାଟଣା ଡିଭିଜନର ଅନ୍ତର୍ଗତ) —୨. Name of a district and town in the Province of Bihar.