ବିହୁଳିବା
ଦେଖଣା
ବିହୁଳିବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ), କ୍ରି—(ସଂସ୍କୃତ - ବ୍ୟୁହ)
[ସମ୍ପାଦନା](ବହୁ ସଂଖ୍ୟକ ଗାଈ) ଚରିବାବେଳେ ଏଣେ ତେଣେ ଖେଳେଇ ହୋଇ ବୁଲିବା —To be scattered. (said of a herd of cow while grazing)
=== ଦେଶଜ - କ୍ରି— (ସଂସ୍କୃତ - ବହୁଳ)
- ୧. ପ୍ରକାଶ କରିବା; ପ୍ରଚାର କରିବା — ୧. To publish.
- ୨. ବାଣ୍ଟିବା —୨. To distribute.