ବୀଜଗଣିତ

ଉଇକିଅଭିଧାନ‌ରୁ

ବୀଜଗଣିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବୀଜ [=ଅବ୍ୟକ୍ତ ରାଶି] ବିଷୟକ ଗଣିତ)[ସମ୍ପାଦନା]

ଅବ୍ୟକ୍ତ ରାଶି ସମ୍ୱନ୍ଧୀୟ ସମସ୍ୟା ସାଧନ— ରୂପ ଗଣିତଶାସ୍ତ୍ର; ଅଙ୍କଶାସ୍ତ୍ରର ଅନ୍ତର୍ଗତ ଶାସ୍ତ୍ରବିଶେଷ — Algebra.

[ଦ୍ରଷ୍ଟବ୍ୟ —ଏଥିରେ ଅବ୍ୟକ୍ତ ସଂଖ୍ୟା ବା ରାଶିମାନଙ୍କୁ ବର୍ଣ୍ଣମାଳାର ଅକ୍ଷରହରୂପେ ଲେଖି କେତେଗୁଡିଏ ସାଙ୍କେତିକ ଚିହ୍ନ ବ୍ୟବହାରପୂର୍ବକ ଗାଣତିକ ସିନ୍ଧାନ୍ତରେ ଉପନୀତ ହେବାକୁ ହୁଏ]

ଯଥା—କ/ଖ+ ଗ/ଖ+ ଘ/ଖ= କ+ଗ+ଘ/ଖ, ଏହିପରି ଅକ୍ଷରମାନଙ୍କଦ୍ୱାରା କାଳ୍ପନିକ ଗଣନା ଓ ସମସ୍ୟାମାନ ସାଧିତ ହୁଏ]