Jump to content

ବୀର

ଉଇକିଅଭିଧାନ‌ରୁ

ବୀର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା=କର୍ତ୍ତୃ. ଅ)[ସମ୍ପାଦନା]

୧. ଶ୍ରେଷ୍ଠ —୧. Eminent; prime.
୨. ପ୍ରଧାନ —୨. Chife; principal.
୩. ବୀର୍ଯ୍ୟବାନ୍ —୪. Mighty.
୪. ଶୂର; ବିକ୍ରମଶାଳୀ; ସାହସୀ —୪. Courageous; valiant.
୫. ଯୁଦ୍ଧକାରୀ —୫. Fighting.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ସାହସୀ ବ୍ୟକ୍ତି —୧. A valiant person.
୨. ଯୋଦ୍ଧା —୨. Warrior.
୩. ମାଙ୍କଡ଼ ଦଳର ନେତା ଅଣ୍ଡିରା ମାଙ୍କଡ଼; ଗେଧ — ୩. The male leader of a head of monkeys.
୪. ସାହିତ୍ୟର ରସ ବିଶେଷ; ଯେଉଁ ରସ ବିଷୟ ପାଠ କଲେ ମନରେ ସାହସ ଉଦ୍ରେକ ହୁଏ —(in literature)The heroic sentiment.
୫. ବିଷ୍ଣୁ —୫. Bishṇu.
୬. ମହାବୀର; ହନୁମାନ୍ —୬. The great monkey-hero, the devoted servant of Rāma.
୭. ନଟ —୭. An actor.
୮. କାବ୍ୟନାଟକାଦିରେ ବର୍ଣ୍ଣିତ ବିକ୍ରମୀ ନାୟକ —୮. A valiant hero of a drama or epic.
୯. ଅନ୍ନର ମଣ୍ଡ ବା ପେଜ —୯. The scum extracted from boiled rice.
୧. ତାନ୍ତ୍ରିକ ଆଚାର ବିଶେଷ; ବୀଚାରର (ଦେଖ) - —୧୮. Bīrāchāra (See)
୧୧. ମରିଚ —୧୧. Black pepper.
୧୨. ପୁଷ୍କର ମୂଳ —୧୨. The root of louts.
୧୩. (ଅଜ୍ ଧାତୁ= ଗମନ କରିବା+କର୍ତ୍ତୃ. ର)— ଉଶୀର; ବେଣା —୧୩. Beṇa grass.
୧୪. ବ୍ରାହ୍ମଣ ଗୁହାର ପବିତ୍ର ଯଜ୍ଞାଗ୍ନି —୧୪. The sacrificial fire maintained in a Brāhmaṇa's.
୧୫. ଦାନ
ଧର୍ମ, ଦୟା ବା ଯୁଦ୍ଧରେ କୁଶଳ ବ୍ୟକ୍ତି —୧୫. A person who is habitually liberal, religious, kind or heroic.

[ଦ୍ରଷ୍ଟବ୍ୟ —ବୀର ଚାରି ପ୍ରକ୍ରାର, ଯଥା—ଦାନ ବୀର, ଧର୍ମବୀର, ଦୟାବୀର, ଯୁଦ୍ଧବୀର]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ତନ୍ତ୍ର ମତରେ କୌଣସି ବ୍ୟକ୍ତି ବା ସ୍ଥାନ ପ୍ରତି ପ୍ରେରିତ ହେବା ଉତ୍ପାତକାରୀ ଭୂତ —୧. An evil spirit employed against a person or place by black magic.
୩. ବୀର କିଶୋର, ବୀରେନ୍ଦ୍ର, ବୀରଭଦ୍ର ଆଦିଙ୍କ ଡାକ ନାମ —୩. A name for calling people whose names beings with Bīra.