Jump to content

ବୁକ

ଉଇକିଅଭିଧାନ‌ରୁ

ବୁକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଚୁମ୍ୱନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ବୋକ; ଚୁମ୍ୱନ —Kissing; kiss.

(ଉ—ଆଉଂସିଲା କୁକୁର ମୁହଁରେ ବୁକ ଢ଼ଗ)

୨. (ସଂସ୍କୃତ - ବକ୍ଷଃ; ବୁକ୍କମ)ଛାତି; ହୃଦୟ; ବକ୍ଷସ୍ଥଳ —Breast.
୩. ସାହସ —୩. Courage.
୪. ସ୍ତ୍ରୀ ସ୍ତନ —୪. Female breast.



ବୁକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷଃ, ବୁକ୍କ)

[ସମ୍ପାଦନା]
୧. ହୃଦୟର ବର୍ହିଭାଗ; ଛାତି ବକ୍ଷଃସ୍ଥଳ —୧. Breast.

(ଉ—ବୁକୁର ଶାଢ଼ୀତ ରଖିତ ଦେଉନାହି, ମୁଁ କରତଳେ ଆଛାଦିତି କେତେ କବିସୂର୍ଯ୍ୟ ସଙ୍ଗୀତା)

୨. ହୃଦୟ; ହୃଦୟାଭ୍ୟନ୍ତର; ଅଅନ୍ତକରଣ —୩. Heart;chest.

(ଉ—ତୋର ଏ କଥାକୁ ବୁକୁ କି ଗଲା ପୋଡ଼ି କୃଷ୍ଣସିଂହ. ମହାଭାରତ. ସଭା)

୩. ଦମ୍ଭ; ଧୈର୍ଯ୍ୟ —୩. Patience.
୪. ସାହସ —୪. Courage; pluck.