ବୁକୁ
ଦେଖଣା
ବୁକୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷଃ, ବୁକ୍କ)
[ସମ୍ପାଦନା]- ୧. ହୃଦୟର ବର୍ହିଭାଗ; ଛାତି ବକ୍ଷଃସ୍ଥଳ —୧. Breast.
(ଉ—ବୁକୁର ଶାଢ଼ୀତ ରଖିତ ଦେଉନାହି, ମୁଁ କରତଳେ ଆଛାଦିତି କେତେ କବିସୂର୍ଯ୍ୟ ସଙ୍ଗୀତା)
- ୨. ହୃଦୟ; ହୃଦୟାଭ୍ୟନ୍ତର; ଅନ୍ତଃକରଣ —୩. Heart;chest.
(ଉ—ତୋର ଏ କଥାକୁ ବୁକୁ କି ଗଲା ପୋଡ଼ି କୃଷ୍ଣସିଂହ. ମହାଭାରତ. ସଭା)
- ୩. ଦମ୍ଭ; ଧୈର୍ଯ୍ୟ —୩. Patience.
- ୪. ସାହସ —୪. Courage; pluck.