ବୁକୁକୁ ମାରିବା
ଦେଖଣା
ବୁକୁକୁ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁକୁ ମାରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବୁକୁରେ ବା ଛାତିରେ ଶୂକ ବେଦନା ଅନୁଭୁତ ହେବା —Pain in the chest.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଶୋକରେ ଅଧୀର ହେଇ ବକ୍ଷରେ କର ବାଡ଼େଇବା —To strike one's hands on the breast in a paroxysm of grief.