ବୁକୁପଟା
ଦେଖଣା
ବୁକୁପଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁପଟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁକ୍କ+ପଟ)
[ସମ୍ପାଦନା]ଛାତି; ବକ୍ଷସ୍ଥଳ — The breast.
ବୁକୁପଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁପଟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷଃ ପଟ)
[ସମ୍ପାଦନା]- ୧. ହୃଦୟର ବିସ୍ତୃତାଂଶ, ବକ୍ଷଃପଟ୍ଟ —୧. The breast; the expanse of the breast or chest
- ୨. ଦମ୍ଭ; ଧୈର୍ଯ୍ୟ —୨. Patience.
- ୩. ସାହାସ —୩. Courage.