Jump to content

ବୁଝା ପଡ଼ିବା

ଉଇକିଅଭିଧାନ‌ରୁ

ବୁଝା ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବୁଝାଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ବୁଝିବା କ୍ରିୟାର କର୍ମବାଚ୍ୟରୂପ)

[ସମ୍ପାଦନା]
୧. ଅନୁମିତ ହେବା —୧. To be inferred.
୨. ସ୍ଥିରରୂପେ ଜଣା ହେବା —୨. To be known for certion.
୩. ସ୍ଥିରୀକୃତ ହେବା —୩. To be ascertained.
୪. ଅବସ୍ଥା ଅନୁସାରେ କର୍ମ କରାଯିବା —୪. To be acted upon according to the circumstances.

(ଉ—ସଖୀ ପରିହାସ ଶୁଣି, ଲୋକେ ହସି ଠାକୁରାଣୀ, ମନେ କଲେ ପୁଣି ବୁଝାଯିବା—କବିସୂର୍ଯ୍ୟ. ସଙ୍ଗୀତ )