ବୁଝେଇବା

ଉଇକିଅଭିଧାନ‌ରୁ

ବୁଝେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ବୁଝା(ଝେ)ଇ ଦେବା—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍)[ସମ୍ପାଦନା]

୧. ବୁଝିବା କ୍ରିୟାର ଣିଜନ୍ତ ରୂପ; ସମୁଜାଇବା; ବୋଧ ଗମ୍ୟ କରାଇବା; ଅନ୍ୟ ବ୍ୟକ୍ତି ଯେପରି କୌଣସି ବିଷୟକୁ ବୁଝି ପାରିବ, ସେହି ପରି କରିବା —୧. To make a thing plain to a person.

(ଉ—ସୁଦେବ ବ୍ରାହ୍ମଣଙ୍କୁ ପଠିଆଇ ମୁହିଁ, ବୁଝାଉଛି ନଳ ସେ ହୋଇବେ କି ନାହିଁ କୃଷ୍ଣସିଂହ. ମହାଭାରତ ବନ)

୨. ତନ୍ନ ତନ୍ନ ଭାବରେ ବା ପରିଷ୍କାର କରି କୌଣସି ବିଷୟ ପ୍ରକାଶ କରିବା —୧. To explain a matter.

(ଉ—ଯଶୋଦା କୋଳେ କୃଷ୍ଣ ଦେଇ ପଛେ ଗୋ କହିବା ବୁଝାଇ ଭୂପତି. ପ୍ରେମପଞ୍ଚାମୃତ)

୩. ପରାମର୍ଶ ଦେବା; ଉପଦେଶ ଦେବା —୩. To advise
୪. କୌଣସି ବ୍ୟକ୍ତିକୁ ଟଙ୍କାପତ୍ରରେ ହିସାବ ସମଜାଇ ମୁଆଜ କରାଇ ଦେବା —୪. To explain or render an account to person.
୫. ପ୍ରବୋଧ ଦେବା;ବୋଧ ସୋଧ କରି କହିବା; ସାନ୍ତ୍ୱନା ଦେବା — ୫. To console.
୬. କହିବାଦ୍ୱାରା କୌଣସି ବ୍ୟକ୍ତିକୁ ଶାନ୍ତ କରାଇବା —୬. To assuage a person's feelings.
୭. କହିବାଦ୍ୱାରା ସନ୍ତୁଷ୍ଟ କରାଇବା — ୭. To satisfy a person by speaking to him.
୮. ମନ ମନାଇବା; ପ୍ରବର୍ତ୍ତାଇବା —୮. To persuade.