ବୁଡ଼ିଆ
ଦେଖଣା
ବୁଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]- ୧. ଛୋଟ କୁରାଢ଼ି; ଟାଙ୍ଗିଆ — ୨. Small axe; hatchet.
- ୨. ନିଆଁ ବଡ଼ିଆ; ଅଟା —୨. A braid of crushed. straw to preserve fire .
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]କୁରାଢ଼ି —Axe.
ପ୍ରାଦେଶିକ - (କେନ୍ଦ୍ରାପଡ଼ା) ବିଶେଷ୍ୟ - (ସଂସ୍କୃତ - ପରଶୁ)
[ସମ୍ପାଦନା]ଫାର୍ସା —Poleaxe; battle-axe.
ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ -
[ସମ୍ପାଦନା]ଛୋଟ କୁରାଢ଼ି; ଟାଙ୍ଗିଆ — Hatchet.