ବୁଡ଼ିଆ

ଉଇକିଅଭିଧାନ‌ରୁ

ବୁଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଛୋଟ କୁରାଢ଼ି; ଟାଙ୍ଗିଆ — ୨. Small axe; hatchet.
୨. ନିଆଁ ବଡ଼ିଆ; ଅଟା —୨. A braid of crushed. straw to preserve fire .

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

କୁରାଢ଼ି —Axe.

ପ୍ରାଦେଶିକ - (କେନ୍ଦ୍ରାପଡ଼ା) ବିଶେଷ୍ୟ - (ସଂସ୍କୃତ - ପରଶୁ)[ସମ୍ପାଦନା]

ଫାର୍ସା —Poleaxe; battle-axe.

ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ -[ସମ୍ପାଦନା]

ଛୋଟ କୁରାଢ଼ି; ଟାଙ୍ଗିଆ — Hatchet.