ବୁଧ

ଉଇକିଅଭିଧାନ‌ରୁ

ବୁଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବୁଧ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଜ୍ୟୋତିଷୋକ୍ତ ନବ ଗ୍ରହ ମଧ୍ୟରୁ ୪ର୍ଥ ଗ୍ରହ —୧. The peanet Mercury.

[ଦ୍ରଷ୍ଟବ୍ୟ —ଆଧୁନିକ ଜ୍ୟୋତିଷ ଗଣନା— ନୁସାରେ ସୌର ଜଗତର ସମସ୍ତ ଗ୍ରହଙ୍କଠାରୁ ବୁଧ ଗ୍ରହ ସୂର୍ଯ୍ୟଙ୍କର ବେଶି ନିକଟବର୍ତ୍ତୀ ଏ ସୂର୍ଯ୍ୟଙ୍କଠାରୁ ୩ କୋଟି ୬ ଲକ୍ଷ ମାଇଲ ଦୂରରେ ରହି ୮୮: ଦିନରେ ସୂର୍ଯ୍ୟଙ୍କୁ ଥରେ ପରିକ୍ରମଣ କରେ ଏ ଗ୍ରହର ବ୍ୟାସ ୩୧: ମାଇଲ ଓ ଏ ୨୪: ଘଣ୍ଟା ୫/?/ ମିନିଟ୍ରେ ନିଜର ଅକ୍ଷରରେ ଥରେ ଘୂରେ ବୁଧର କକ୍ଷର ବ୍ୟାସ ୭ କୋଟି ୨ ଲକ୍ଷ ମାଇଲ ଏବଂ ବୁଧ ପ୍ରତି ଘଣ୍ଟାରେ ପ୍ରାୟ ୧ ଲକ୍ଷ ମାଇଲ ଗତି କରେ ଏହା ସୂର୍ଯ୍ୟଙ୍କର ବଗହୁତ ସମୀପରେ ଥିବାରୁ ଓ ସୂର୍ଯ୍ୟ ଯେଉଁ ରାଶିରେ ଥାଆନ୍ତି ଏ ପ୍ରାୟ ସେହି ରାଶିରେ ଥିବାରୁ ଖାଲି ଆଖିକୁ ଦେଖା ପଡ଼େ ନାହିଁ ଏହାର ନିଜର ଆଲୋକ ନାହିଁ, ଏ ସୂର୍ଯ୍ୟଙ୍କ ଆଲୋକରେ ଉଜ୍ଜ୍ୱଳ ଦେଖାଯାଏ ଆକାରରେ ଏହା ପୃଥିବୀର ୧୮: ଭାଗରେ ଏକ ଭାଗ ହିନ୍ଦୁ ଜ୍ୟୋତିଷଶାସ୍ତ୍ର ମତରେ ନବଗ୍ରହ ମଧ୍ୟରୁ ବୁଧ ୪ର୍ଥ ଗ୍ରହ ଓ ଦେବଗୁରୁ ବୃହସ୍ପତିଙ୍କ ଧର୍ମ ପତ୍ନୀ ତାରାଙ୍କଠାରୁ ଚନ୍ଦ୍ରଙ୍କ ଔରସରେ ଉତ୍ପନ୍ନ ଏ ନପୁଂସକ, ଶୁଦ୍ର, ଅଥର୍ବବେଦଜ୍ଞ, ରକୋଗୁଣୀ, ମଗଧ ଦେଶର ଅଧିପତି, ବାଳସ୍ୱାଭାବ. ଦୁର୍ବାଶ୍ୟାମ ଓ ଧନୁର ଆକାରବିଶିଷ୍ଟ ଗ୍ରହ ରବି ଓ ଶୁକ୍ର ଏହାଙ୍କ ମିତ୍ର ଓ ଚନ୍ଦ୍ର ଏହାଙ୍କ ଶୁକ୍ର ଗ୍ରହ; କୌଣସି ପୁରାଣ ମତରେ ବୁଧ ବୈବସ୍ୱତ ମନୁଙ୍କ କନ୍ୟା ଇଲାଙ୍କୁ ବିବାହ କରିଥିଲେ ଓ ତାଙ୍କଠାରୁ ଚନ୍ଦ୍ରବଂଶର ଆଦିପୁରୁଷ ପୁରୁରବା ରାଜା ଜନ୍ମିଥିଲେ ହିନ୍ଦୀ - ଶ]

୨. ଜ୍ଞାନୀ ବ୍ୟକ୍ତି; ପଣ୍ଡିତ —୨. Learned man; wise man.
୩. ସୂର୍ଯ୍ୟ ବଂଶୀୟ ଜଣେ ରାଜା (ଅଗ୍ନିପୁରାଣ) — ୩. Name of a king of the Solar dynasty.
୪. ମଙ୍ଗଳବାରର ପରବର୍ତ୍ତୀ ଓ ଗୁରୁବାରର ପରବର୍ତ୍ତୀ ବାର —୪. Wednesday.
୫. ବେଗବାନ୍ ରାଜାଙ୍କ ପୁତ୍ର ଓ ତୃଣବିନ୍ଦୁ ରାଜାଙ୍କ ପିତା (ଭାଗବତ) (ହିନ୍ଦୀ - ଶ) — ୫. Name of a king of ancient India.
୬. କୁକୁର (ହିନ୍ଦୀ - ଶ) —୬. Dog.