ବୁନ୍ଦେଲା

ଉଇକିଅଭିଧାନ‌ରୁ

ବୁନ୍ଦେଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୁନ୍ଦୁ(ନ୍ଦ)ଲା, ବିନ୍ଦ(ନ୍ଦୂ, ନ୍ଦେ)ଲି, ବୁନ୍ଦେଲ ଖଣ୍ଡୀଅନ୍ୟରୂପ

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଉତ୍ତର ଓ ମଧ୍ୟ ଭାରତବାସୀ କ୍ଷତ୍ରିୟ ରାଜବଂଶବିଶେଷ —A dynasty of Kshatriya kings residing in the northern and central India.

[ଦ୍ରଷ୍ଟବ୍ୟ —ଏମାନେ ଗହରବାର ବଂଶର ଏକ ଶାଖା ଥିବାର କଥିତ ଏହି ବଂଶର ଆଦିପୁରୁଷ ଆପଣା ଦେହ ଚିରି ରକ୍ତକୁ ବିନ୍ଧ୍ୟବାସିନୀ ଦେବୀଙ୍କୁ ବଳି ଦେଇଥିଲେ ଖ୍ରୀ. ୧୪ଶ ଶତାବ୍ଦୀରେ ଏମାନେ ବୁନ୍ଦେଲ୍ ଖଣ୍ଡ ଅଞ୍ଚଳରେ ପ୍ରତାପଶାଳୀ ହୋଇଥିଲେ ଓନ ଏହାଙ୍କ ନାମ ଅନୁସାରେ ଏ ଅଞ୍ଚଳର ବୁନ୍ଦେଲ୍ଖଣ୍ଡ ନାମ ହେଲା]ପ୍ରାଦେଶିକ - (ପୁରୀ ପଣ୍ଡାଙ୍କ ବ୍ୟବହୃତ)

ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ବୁନ୍ଦେଲ ଖଣ୍ଡ ଅଞ୍ଚଳବାସୀ ଯାତ୍ରୀ —Pilgrims hailing from Bundelkhand.