ବୁନ୍ଦେଲ୍ ଖଣ୍ଡ
ଦେଖଣା
ବୁନ୍ଦେଲ୍ ଖଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁନ୍ଦେଲ୍ ଖଣ୍ଡ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ସଂଯୁକ୍ତ ପ୍ରଦେଶର ଗୋଟିଏ ଅଂଶ — Bundelkhand; name of a tract of the United Provinces.
[ଦ୍ରଷ୍ଟବ୍ୟ —ଖ୍ରୀ: ୧୪ଶ ଶଦାବ୍ଦୀରେ ଏଠାରେ ରାଜତ୍ୱ କରୁଥିବା ବୁନ୍ଦେଲା ନାମକ କ୍ଷତ୍ରିୟ ବଂଶର ନାମରୁ ଏ ଅଞ୍ଚଳର ନାମ ହୋଇଅଛି ବର୍ତ୍ତମାନ ଏହା ଦୁଇ ଭାଗରେ ବିଭକ୍ତ ଯଥା—
ଇଂରେଜ ଶାସିତ ଝାଲି, କାଲୌନ, ହମିରପୁର, ବାନ୍ଦା, ଜିଲ୍ଲା ଓ
- ୨. ଦେଶୀୟ ରାଜଶାସିତ ଓରଚ୍ଛା; ଦତିୟା, ପନ୍ନା, ଚରଖାରି, ବିଜାବର ଓ ଛତ୍ରପୁରଆଦି ରାଜ୍ୟ ଏ ଅଞ୍ଚଳ ବିନ୍ଧ୍ୟପର୍ବତର ଉତ୍ତରରେ ଅବସ୍ଥିତ]