ବୁରା
ଦେଖଣା
ବୁରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ବୁରା)
[ସମ୍ପାଦନା]- ୧. ମନ୍ଦ —୧. Bad; evil
- ୨. ନିକୃଷ୍ଟ —୨. Inferior.
- ୩. ଅନୁଚିତ —୩. Improer.
ବୈଦେଶିକ - ବିଶେଷ୍ୟ - [ଫାରାସୀ - ବୋରା;ତୁଳସଂସ୍କୃତ - ବରାଟ=ରଜ୍ଜୁ(ଯୋଗେଶ୍ଚନ୍ଦ୍ର); ସଂସ୍କୃତ - ପୁର=ପତର ଦନା; ପତ୍ର ହିନ୍ଦୀ - ଶ.]
[ସମ୍ପାଦନା]ବୋରା; ବସ୍ତା —Gunny bag.