Jump to content

ବୁରା

ଉଇକିଅଭିଧାନ‌ରୁ

ବୁରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବୁରା)

[ସମ୍ପାଦନା]
୧. ମନ୍ଦ —୧. Bad; evil
୨. ନିକୃଷ୍ଟ —୨. Inferior.
୩. ଅନୁଚିତ —୩. Improer.

ବୈଦେଶିକ - ବିଶେଷ୍ୟ - [ଫାରାସୀ - ବୋରା;ତୁଳସଂସ୍କୃତ - ବରାଟ=ରଜ୍ଜୁ(ଯୋଗେଶ୍ଚନ୍ଦ୍ର); ସଂସ୍କୃତ - ପୁର=ପତର ଦନା; ପତ୍ର ହିନ୍ଦୀ - ଶ.]

[ସମ୍ପାଦନା]

ବୋରା; ବସ୍ତା —Gunny bag.