ବୁଲାଣି
[ବୁଲାଣିଆ(ଆଁ)—ଅନ୍ୟରୂପ]
ଯେଉଁ ବାଟ ଦେଇ କୌଣସି ସ୍ଥାନକୁ ଗଲେ ବହୁଦୂର ପଥ ଭ୍ରମିବାକୁ ହୁଏ —Circuitous (route); round about (road).