ବୁଲି

ଉଇକିଅଭିଧାନ‌ରୁ

ବୁଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୁଳ୍ ଧାତୁ=ମଗ୍ନ ହେବା+ଅଧିକରଣ. ଇ)[ସମ୍ପାଦନା]

ଭଗ; ଯୋନି —Vagina; female organ.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବୋଲି; ପଦ; ଉକ୍ତି; ଭାଷା —୧. Language; speech.
୨. ଭାଷାର ଶବ୍ଦ —୨. Word of a language.
୩. ବାକ୍ୟ —୩. Sentence.
୪. ଶିକ୍ଷିତ ପକ୍ଷୀର ଉଚ୍ଚାରିତ କଥା ବା ପଦ —୪. The call or utterance of words by a trained bird.
୫. ଚଢ଼େଇର ସ୍ୱର —୫. The tune of a bird.
୬. ନିର୍ଦ୍ଦିଷ୍ଟ ଭାଷା; ବନ୍ଧା ଭାଷା —୬. A formulla; a set speech.
୭. (ବଣିଆ ଶବ୍ଦ) ଧାତୁର ପତ୍ର ଉପରେ ବା ମେଡ଼ାଲ୍ (ପଦକ) ଉପରେ ଅକ୍ଷର ଲେଖିବାରେ ବ୍ୟବହୃତ ବେଣ୍ଟ ଥିବା ମୁନିଆଁ ହତିଆର ବିଶେଷ —୭. A pointed instruments for engraving letters on a metal plate or medal.
୮. ସ୍ତ୍ରୀମାନଙ୍କୁ ଦିଆଯିବା ନାମ —୮. A name given to females.

ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

(ଗାଳି) ଯେଉଁ ସ୍ତ୍ରୀ ବାରଆଡ଼େ ବୁଲେ — (a term of abuse to women) Wandering (woman).