ବୁଲିବା
Appearance
ବୁଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ବଳ୍; ବୁଲ୍ ଧାତୁ ସଂଚରଣ)
[ସମ୍ପାଦନା]- ୧. ଭ୍ରମଣ କରିବା; ଚାଲିବା —୧. To walk.
- ୨. ଗତି କରିବା ୨. To move.
- ୩. ଇତସ୍ତତଃ ଗତି କରିବା; ଟହଲିବା —୩. To move to and fro; to take a walk.
[ଉ—ସରାଗେ ମୃଗାଏ ବିହରୁଣ ଥାନ୍ତି; ତୀଳେ ଯାର ଚିର ବୁଲି ରାଧାନାଥ ଯଯାତି]
- ୪. ବୃଥା ଭ୍ରମଣ କରିବା —୪. To rove or wander aimlessly.
- ୫. ବେଢ଼ିବା —୫. To surround.
- ୬. ଘୂର୍ଣ୍ଣାୟମାନ ହେବା; ଘୂର୍ଣ୍ଣିତ ହେବା —୬. To turn round; whirl round.
- ୭. ବିପରୀତ ଦିଗକୁ ଯିବା —୭. To turn or be turned to the opposite direction or to another direc
tion.
[ଉ—ବସିଲା ଗଳେ ଚାଣ୍ଡ, ଗଳିଗଲା ପ୍ରଚଣ୍ଡ ରବେ ବୁଲିଲା ଜାଣି ମୁଣ୍ଡ ଭଞ୍ଜ, ବୈଦେହୀଶବିଳାସ]
- ୮. ପ୍ରତ୍ୟାବର୍ତ୍ତନ କରିବା —୮. To return; to turn back.
- ୯. ହାଉଆ ଖାଇବା; ବାୟୁ ସେବନାର୍ଥ ପାଦଚାରଣ କରିବା —୯. To take an airing; to take a consitutional walk.
- ୧. ଦେଶ ଭ୍ରମଣ କରିବା —୧୦. To travel.
- ୧୧. ବୃତ୍ତା— କାରରେ ଗତି କରିବା —୧୧. To move in a circle.
- ୧୨. ଚାରିଆଡ଼େ ରେଖା ଆଦିଦ୍ୱାରା ବେଷ୍ଟିତ ହେବା —୧୨. To be encircled by a line.
(ଯଥା—ଶୁଆର କଣ୍ଠ ବୁଲିଲାଣି)