ବୃଥା

ଉଇକିଅଭିଧାନ‌ରୁ

ବୃଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ଅବ୍ୟୟ. (ବୃ ଧାତୁ+କର୍ମ. ଥା)[ସମ୍ପାଦନା]

୧. ନିଷ୍ଫଳ; ପଣ୍ଡ — ୧. Fruitless; vain; abortive; ineffectual.
୨. ନିଷ୍ଫ୍ରୟୋଜନ; ଅକାରଣ —୨. Useless.
୩. ଅନର୍ଥକ; ନିରର୍ଥକ —୩. Meaningless.
୪. ଉଦ୍ଦେଶ୍ୟ ବିହୀନ —୪. Aimless.

କ୍ରି.ବିଶେଷଣ -[ସମ୍ପାଦନା]

ଅକାରଣ —In vain.