Jump to content

ବୃଦ୍ଧଦାରକ

ଉଇକିଅଭିଧାନ‌ରୁ

ବୃଦ୍ଧଦାରକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବୃଦ୍ଧଦାର, ବୃଦ୍ଧଦାରୁ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମଖମଲ ଗଛ; କଲମ୍ୱୀ ଆଦି ବର୍ଗର ଓଷଧିଲତା— ବିଶେଷ; ବୀଜତାଡ଼କ —The elephant creeper; name of a medicinal creeper; Argyreia Speciosa; Gmelina Asiatica.

[ଦ୍ରଷ୍ଟବ୍ୟ —ଏହା ଶ୍ୱେତ ଓ ରକ୍ତ ଭେଦରେ ଦୁଇ ପ୍ରକାର ଏହାର ମଞ୍ଜି ଔଷଧରେ ଲାଗେ; ପତ୍ର ବଡ଼ ବଡ଼ ଓ ପାନ ପତ୍ରପରି; ଫୁଲ ବଡ଼ ବଡ଼ ନାଲିଆ ଓ ବାଇଗଣୀ; ବର୍ଷା ଓ ଶୀତଦିନେ ଫୁଟେ ଏହା ମଧ୍ୟ ସାନ ବଡ଼ ଭେଦରେ ଦୁଇ ପ୍ରକାର ସାନ ବୃଦ୍ଧଦାରକର ସଂସ୍କୃତ - ନାମ— ଜୀର୍ଣ୍ଣଦାରୁ, ସୁପୁଷ୍ପିକା, ସୂକ୍ଷ୍ମ— ପତ୍ର ବଡ଼ବୃଦ୍ଧଦରକର ସଂସ୍କୃତ - ନାମ—ବୃଦ୍ଧଦାରକ ଓ ଛାଗଳାନ୍ତ୍ରୀ ଦ୍ରବ୍ୟଗୁଣ କଳ୍ପଦ୍ରୁମ ବୈଦ୍ୟକ ମତରେ ଏହା ରସାୟନ, ବଳକର, ପିଚ୍ଛଳ ଏହା ଶୋଥ, ବାତ— ଦୁଷ୍ଟି, ଆମବାତ କାଶ, ଶ୍ୱାସ ଓ ଜ୍ୱରନାଶକ ]