ବୃଷ୍ଟି
ଦେଖଣା
ବୃଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃଷ୍ ଧାତୁ+ ଭାବ. ତି)
[ସମ୍ପାଦନା]- ୧. ବର୍ଷଣ; ମେଘରୁ ଜଳ ପତନ; ବରଷା —୧. Raining; a shower of rain.
- ୨. ବର୍ଷାଜଳ —୨. Rain water.
- ୩. ଆକକାଶରୁ ଧାରାକାରରେ ପଡ଼ିବା କୌଣସି ବସ୍ତୁ —୩. A shower or downpour of any thing like rain.
- ୪. ବୃଷ୍ଟିଧାରା ପରି ଅବିଭତ ଘଟିବା କର୍ମ —୪. A volly or copious shewer of some thing.
(ଯଥା—ଶର ବୁଷ୍ଟି, ଅସ୍ତ୍ର ବୁଷ୍ଟି ଗାଳି ବୁଷ୍ଟି, ମାଡ଼ ବୁଷ୍ଟି, ବିଧା ବଷ୍ଟି)