ବୃହସ୍ପତି

ଉଇକିଅଭିଧାନ‌ରୁ

ବୃହସ୍ପତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃହତ୍+ପତି; ନିପାତନସିଦ୍ଧ)[ସମ୍ପାଦନା]

୧. ଦେବଗୁରୁ; ସୁରାଚାର୍ଯ୍ୟ —୧. The spritual preceptor of the gods.
୨. ନବଗ୍ରହ ମଧ୍ୟରୁ ପଞ୍ଚମଗ୍ରହ — ୨. The planet Jupitor.
୩. ଧର୍ମଶାସ୍ତ୍ର ପ୍ରଣେତା ଋଷି— ବିଶେଷ —୩. Name of a sage, the author of a code of Hindu law.
୪. ଧର୍ମଶାସ୍ତ୍ର ପ୍ରଣେତା ଚାର୍ବାକ ମୁନି —୪. Sage Chārbāka.

୫ : ବୃହସ୍ପତିଙ୍କ ପରି ମହାପଣ୍ଡିତ ବ୍ୟକ୍ତି —୫. A very learned man (compared with Bṛuhaspati).