ବେଗମ୍

ଉଇକିଅଭିଧାନ‌ରୁ

ବେଗମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ତୁର୍କୀ; ଏହାର ପୁଂଲିଙ୍ଗ ବେଗ୍=ମାନ୍ୟବ୍ୟକ୍ତି, ରାଜା)[ସମ୍ପାଦନା]

୧. ଧନବାନ୍ ମୋଗଲଙ୍କ ପତ୍ନୀ —୧. The wife of a rich Moghul.
୨. ମୁସଲମାନ୍ ସମ୍ଭ୍ରାନ୍ତ ମହିଳା —୨. A Mahomedan lady.
୩. ରାଣୀ —୩. Queen
୪. ରାଜମହିଷୀ; ସମ୍ରାଜୀ — ୪. Empress.