Jump to content

ବେଗି

ଉଇକିଅଭିଧାନ‌ରୁ

ବେଗି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ବେଗ)

[ସମ୍ପାଦନା]

ଚଞ୍ଚଳ; ଶୀଘ୍ର; ସତ୍ୱର; ଜଲଦି; ବେଇଗି —Soon; quickly; swiftly.

[ଉ—ମାଗିବ ଯାହା ତାହା ଦେବି ମୁହିଁ ବେଗି କୃଷ୍ଣସିଂହ. ମହାଭାରତ ବନ]