Jump to content

ବେଙ୍ଗ ପାଟିଆ

ଉଇକିଅଭିଧାନ‌ରୁ

ବେଙ୍ଗ ପାଟିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
[ବେଙ୍ଗ ପାଟେ(ଟୋ)ଈ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବେଙ୍ଗପରି କର୍କଶସ୍ୱର ବିଶିଷ୍ଟ — Having a croacking or hoarse voice like that of a frog.

ଦେଶଜ - ବି—(ବଣିଆ ଶବ୍ଦ)

[ସମ୍ପାଦନା]
୧. ବେଙ୍ଗର ପାଟିପରି ଆକାର ବିଶିଷ୍ଟ ଝରକାକାଠିରେ, ଘାଗୁଡ଼ିରେ ଓ ଅଣ୍ଟାସୂତାରେ ଲାଗିଥିବୈ ଝଞ୍ଜିରିଲଗା ଘୁଙ୍ଗୁର —୧. Tinkling ball shaped like a frog's mouth attached to ornament.
୨. ବେଙ୍ଗର ପାଟିପରି ଆକୃତିବିଶିଷ୍ଟ ରୁପାପାତ୍ର ଓ ତାରରେ ନିର୍ମିତ ଗୋଳକଚୟ ବିଶିଷ୍ଟ ଅଣ୍ଟାରେ ଭରିବା ଅଳଙ୍କାର —୨. A kind of waist-chain having balls shaped like the heads of frogs.