Jump to content

ବେଜୁ

ଉଇକିଅଭିଧାନ‌ରୁ

ବେଜୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୈଦ୍ୟ; ଭଣ୍ଡାରିମାନେ ପୂର୍ବେ ବୈଦ୍ୟବୃତ୍ତି କରୁଥିବାରୁ)

[ସମ୍ପାଦନା]

ଭଣ୍ଡାରିମାନଙ୍କର ବଂଶୋପାଧିବିଶେଷ — A family title of barbers.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ବେଜୁଡ଼ (ଦେଖ) - —Bejuṟḍ̠(See)