ବେଠିଆ
ଦେଖଣା
ବେଠିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବେଠିଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ବୈଷ୍ଟିକ)
[ସମ୍ପାଦନା]- ୧. ଯେ ବେଠି କରେ, ବେଗାରୀ —୧. A person pressed into service. press-gang.
(ଉ— ଗୋଡ଼ା ମୁରୁଚା ଦେବା ପାଇଁ ବେଠିଆ ଆସିଛନ୍ତି ବହୁତ ବ୍ରଜନାଥ. ସମତରଙ୍ଗ)
- ୨. ଖମ୍ୱ ବା ଗୁଜ ଉପରେ ଦୁଇ ଶେଣୀର ଜୋଡ଼ ହେଇଥିବା ଜାଗାକୁ ଦୃଢ଼ ରଖିବା ନିମନ୍ତେ ଜୋଡ଼ ମୁହଁ ତଳେ ଦିଆଯିବା କାଷ୍ଠଖଣ୍ଡ —୨. A plate of wood put on the top of a pillar to hold the ends of two beams.