Jump to content

ବେଢ଼

ଉଇକିଅଭିଧାନ‌ରୁ

ବେଢ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଷ୍ଟନ)[ସମ୍ପାଦନା]

୧. ପରିଧି; ଘେର — ୧. Girth; circumference.

[ଉ— ପାଦତଳ ବେଢରେ ଅଳତା ଚିତ୍ର କରି—କୃଷ୍ଣସିଂହ. ମହାଭାରତ ଆଦି]

୨. କୌଣସି ବସ୍ତୁର ବାହାରର ଚାରିପାଖର ମାପ —୨. The measure of the exterior sides of a thing.
୩. ବେଷ୍ଟନ — ୩. Enveloping; surrounding.
୪. ବେଢ଼ିବା— କର୍ମ —୪. The act of surrounding.
୫. ହାତି ଖେଦା —୫. The process of catching elephants by stockade; kheddas.
୬. ନଗରାଦିର ଅବରୋଧ —୬. Blockde; siege.
୭. ଗୋରୁ ଆଦିଙ୍କଠାରୁ ରକ୍ଷା କରିବା ପାଇଁ କ୍ଷୁଦ୍ର ଗଚର ଚାରିପାଖେ ଘେରାଯିବା ବାଡ଼ —୭. A fencing put round young trees.

ଦେଶଜ - ବିଶେଷଣ -[ସମ୍ପାଦନା]

ବେଷ୍ଟିତ ହେଇଥିବା Besieged; surrounded.

[ଉ—ବୀରମାନେ ରାଜା ନାଶ କଲେ, ବେଢ଼ ଗଡ଼େଟି ଯାହା ରଖିଲେ— ଭଞ୍ଜ. ବୈଦେହିଶବିଳାଶ]