Jump to content

ବେଢ଼ା

ଉଇକିଅଭିଧାନ‌ରୁ

ବେଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଷ୍ଟ,ସ ବେଷ୍ଟନ)[ସମ୍ପାଦନା]

୧. ଦେଉଳର ଚାରିପାଖେ ଘେରାଯାଇଥିବା ପାଚେରୀ —୧. Enclosure or compound wall round a temple.

[ଉ—ସେ ମନ୍ଦିର ବେଢ଼ା ହୋଇଛନ୍ତି ଯେଉଁମାନେ— ପ୍ରାଚୀ. ବ୍ରହ୍ମନିରୁପଣଗୀତା]

୨. ଦେଉଳର ଚାରି— ପାଖରେ ପାଚିରିଦ୍ୱାରା ଘେରା ଯାଇଥିବା ସ୍ଥାନ — ୨. The place round the temple enclosed

ଅନୁବାଦ[ସମ୍ପାଦନା]

by a compound wall.

୩. ବେଷ୍ଟନ — ୩. Encompassing; surrounding.
୪. ଘେରା; ଭେରା; କୌଣସି ବସ୍ତୁର ଚାରିପାଖରେ ଥରେ ବୁଲିଆସିବା —୪. Going round a thing once; circumambulation.

[ଉ— ବୁଲାଇ ତିନି ବେଢ଼ା ବାହ୍ଲିକଙ୍କ ମୁଣ୍ଡେ ପିଟନ୍ତେ ପଡ଼ିଲେ ସେ ଜାଣ ରଣଦାଣ୍ଡେ—କୃଷ୍ଣସିଂହ. ମହାଭାରତ. ଦ୍ରୋଣ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବେଷ୍ଟିତ — ୧. Surrounded; enveloped; encompassed.

(ଉ—ଶୁକ୍ଳପକ୍ଷ ଯଥା ବଢ଼ଇ ଶଶାଙ୍କ କଳା ବେଢ଼ା ତାରାମାଳେ—ରାଧାନାଥ. ସାବିତ୍ରୀଚରିତ)

୨. ଚାରିଆଡ଼େ ଘେରିଥିବା; ବେଷ୍ଟନ କରିବାଥିବା — ୨. Encompassing.

===ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ ବଙ୍ଗାଳୀ - ବେଡ଼ା) —Fencing.

ବାଡ଼ —Fencing.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଦୁଇ ଅଣା —୧\୩ of a rupes; two annas.