ବେଢ଼ା
ଦେଖଣା
ବେଢ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଷ୍ଟ,ସ ବେଷ୍ଟନ)
[ସମ୍ପାଦନା]- ୧. ଦେଉଳର ଚାରିପାଖେ ଘେରାଯାଇଥିବା ପାଚେରୀ —୧. Enclosure or compound wall round a temple.
[ଉ—ସେ ମନ୍ଦିର ବେଢ଼ା ହୋଇଛନ୍ତି ଯେଉଁମାନେ— ପ୍ରାଚୀ. ବ୍ରହ୍ମନିରୁପଣଗୀତା]
- ୨. ଦେଉଳର ଚାରି— ପାଖରେ ପାଚିରିଦ୍ୱାରା ଘେରା ଯାଇଥିବା ସ୍ଥାନ — ୨. The place round the temple enclosed
ଅନୁବାଦ
[ସମ୍ପାଦନା]ବେଢ଼ା
|
by a compound wall.
- ୩. ବେଷ୍ଟନ — ୩. Encompassing; surrounding.
- ୪. ଘେରା; ଭେରା; କୌଣସି ବସ୍ତୁର ଚାରିପାଖରେ ଥରେ ବୁଲିଆସିବା —୪. Going round a thing once; circumambulation.
[ଉ— ବୁଲାଇ ତିନି ବେଢ଼ା ବାହ୍ଲିକଙ୍କ ମୁଣ୍ଡେ ପିଟନ୍ତେ ପଡ଼ିଲେ ସେ ଜାଣ ରଣଦାଣ୍ଡେ—କୃଷ୍ଣସିଂହ. ମହାଭାରତ. ଦ୍ରୋଣ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବେଷ୍ଟିତ — ୧. Surrounded; enveloped; encompassed.
(ଉ—ଶୁକ୍ଳପକ୍ଷ ଯଥା ବଢ଼ଇ ଶଶାଙ୍କ କଳା ବେଢ଼ା ତାରାମାଳେ—ରାଧାନାଥ. ସାବିତ୍ରୀଚରିତ)
- ୨. ଚାରିଆଡ଼େ ଘେରିଥିବା; ବେଷ୍ଟନ କରିବାଥିବା — ୨. Encompassing.
===ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ ବଙ୍ଗାଳୀ - ବେଡ଼ା) —Fencing.
ବାଡ଼ —Fencing.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଦୁଇ ଅଣା —୧\୩ of a rupes; two annas.