Jump to content

ବେଣ୍ଟ

ଉଇକିଅଭିଧାନ‌ରୁ

ବେଣ୍ଟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃନ୍ତ; ତୁଳ, ପ୍ରା. ବଣ୍ଟ)

[ସମ୍ପାଦନା]
୧. କଇଁ ବା ପଦ୍ମ— ଫୁଲର ନାଡ଼ —୧. The stalk of louts or lily,

ଅନୁବାଦ

[ସମ୍ପାଦନା]
୨. ଅସ୍ତ୍ରାଦିର ମୁଠା —୨. Handle of instruments.

[ଉ—କୁଠାରେ ଲଗନ ହୋଇ ବେଣ୍ଟରୂପେ ଯାଥ; ନାଶେ ତରୁ ବନ ଦେଶେ ଅନ୍ୟ ତରୁ ଦଳେ ରାଧାନାଥ. ମହାଯାତ୍ରା]

ଅନୁବାଦ

[ସମ୍ପାଦନା]
୩. ଅଣକରେ ବା ଚଟୁରେ ବାଉଁଶ ବା କାଠର ଯେଉଁ ଦଣ୍ଡ ଲାଗି ଥାଏ —୩. Handle of a ledle.
୪. ଛତାରେ ଲାଗିଥିବା ଦଣ୍ଡ଼ —୪. The handle of an umbrella.
୫. ଶିକାର; ପାରିଧି; ମୃଗୟା; ଆଡ଼ି —୫. Hunting.

[ଉ—ଚାରୀ ଭାଇ ଚାରି ଦିଗରେ ବେଣ୍ଟ ପରି, ଖାଆନ୍ତି ମାଂସ ନିତ୍ୟ ନିତ୍ୟ ମୃଗ ମାରି କୃଷ୍ଣସିଂହ, ମହାଭାରତ. ବନପର୍ବ]

ଅନୁବାଦ

[ସମ୍ପାଦନା]
୬. ସ୍ତନାଗ୍ର; ଚୁଚୁକ —୬. The nipple of woman's breast.

ଅନୁବାଦ

[ସମ୍ପାଦନା]
୭. ଗବାଦି ପଶୁଙ୍କର ଲମ୍ୱିତ ସ୍ତନ ବା ଚୁଚୁକ —୭. The finger-like udder of beasts.

ଅନୁବାଦ

[ସମ୍ପାଦନା]
୮. ପରିପକ୍ୱ କଇଁଫୁଲର ପରିଣତ ଗୋଲାକୃତି ବୀଜକୋଷ —୮. The seed capsule of the water lily.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ନିଆଁ ରଖିବା ପାଇଁ ପାଳରେ ବଳାଯାଇଥିବା ଦଉଡ଼ି — Braided straw for preserving fire.

ପ୍ରାଦେଶିକ - (କଳହାଣ୍ଡି) ବିଶେଷ୍ୟ -

[ସମ୍ପାଦନା]

ବଡ଼ ଦଉ଼ଡ଼ି —A big stout rope