Jump to content

ବେତୁଆ

ଉଇକିଅଭିଧାନ‌ରୁ

ବେତୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବେତ୍ରଧାରୀ)

[ସମ୍ପାଦନା]

ବେତ୍ରଧାରୀ (ପାଇକ) — Holding a cane.

=== ଦେଶଜ - ବିଶେଷ୍ୟ -

ବେତ୍ରଧାରୀ ପାଇକ —A peon holding a cane.

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -

[ସମ୍ପାଦନା]

ଖାଇବା ପାଇଁ ଥାଳି ଆଦିରେ ସଜା ହେବା (ଅନ୍ନ ବ୍ୟଞ୍ଜନାଦି) —(Curry and rice) Arranged in plates for being served.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଭାତ ତିଅଣ ଆଦିକୁ ଥାଳିରେ ସଜାଇବା —Arranging rice, curry, etc in plates before serving food.