ବେଦବତୀ

ଉଇକିଅଭିଧାନ‌ରୁ

ବେଦବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

କୁଶଧ୍ୱଜ ରାଜାଙ୍କର ଲକ୍ଷ୍ମୀଅଂଶଜାତା କନ୍ୟା —Daughter of king Kuṡadhwaja.

[ଦ୍ରଷ୍ଟବ୍ୟ —ଏ ବିଷ୍ଣୁଙ୍କୁ ପତିରୂପେ ବରଣ କରିଥିଲେ; କିନ୍ତୁ ରାବଣ ବନରେ ଏହାଙ୍କ ରୂପରେ ମୁଗ୍ଧ ହୋଇ ବଳପୂର୍ବକ ଧର୍ଷଣ କରିବାରୁ ଏ ଅଗ୍ନିରେ ଝାସ ଦେଇ ଆତ୍ମହତ୍ୟା କଲେ ଓରାବଣକୁ ଅଭିଶାପ ଦେଲେ ଯେ ସେ ପରବର୍ତ୍ତୀ ଜନ୍ମରେ ସୀତାରୂପେ ଅବତୀର୍ଣ୍ଣ ହୋଇ ତାହାର ମୃତ୍ୟୁର କାରଣ ହେବେ ଏ ପରବର୍ତ୍ତୀ ଜନ୍ମରେ ସୀତାରୂପ ଜନ୍ମ ହୋଇ ରାବଣବଧର କାରଣ ହୋଇଥିବା କଥା ପୁରାଣରେ ବର୍ଣ୍ଣିତ ଅଛି]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ବେଦଜ୍ଞା —(woman) Versed in the Vedas.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମହୀଶୂରର ଗୋଟିଏ ନଦୀ —A river in Mysore.

[ଦ୍ରଷ୍ଟବ୍ୟ —ଏହା ଗୋଟିଏ ବନ୍ଧ ବା ଆନିକଟ (Anicut)ଦ୍ୱାରା ବନ୍ଧା ହୋଇଅଛି ବନ୍ଧା ହେବା ସ୍ଥାନରେ ଏ ନଦୀର ଓସାର ୧୨: ଫୁଟ ୧୬୭: ଫୁଟ ଉଚ୍ଚର ପଥର ବନ୍ଧ ପଡ଼ି ୩୨୩୫: କୋଟି ଘନ— ଫୁଟ ଜଳ ଅଟକାଇ ରଖିଅଛି କେନାଲଦ୍ୱାରା କ୍ଷେତ୍ର— ମାନଙ୍କରେ ଜଳସେଚନର ସୁବିଧା କରା ଯାଇଅଛି