ବେଦାନ୍ତ

ଉଇକିଅଭିଧାନ‌ରୁ

ବେଦାନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବେଦାନ୍ତ ଦର୍ଶନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)[ସମ୍ପାଦନା]

ବ୍ୟାସଦେବ ପ୍ରଣୀତ ଦର୍ଶନଶାସ୍ତ୍ର; ବ୍ରହ୍ମର ସ୍ୱରୂପଦି ନିରୂପକ ଶାସ୍ତ୍ର —The Vedānta; the system of philosophy propounded by sage Byāsa.