ବେଦି ନଗୁତି

ଉଇକିଅଭିଧାନ‌ରୁ

ବେଦି ନଗୁତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - ବିଶେଷ୍ୟ - (ପୁରୀ)[ସମ୍ପାଦନା]

ବର କନ୍ୟା ବିବାହ ବେଦୀରେ ଆସି ପହଞ୍ଚିବା (ହାତ ଗଣ୍ଠି ପଡ଼ିବା) ପର୍ଯ୍ୟନ୍ତ ଖର୍ଚ୍ଚ ହେବା ଟଙ୍କା ପାଇଁ ବରବାଲା କନ୍ୟାବାଲକୁ ଯାହା ଧନ ଦିଅନ୍ତି —The money paid by the bridegroom's party to the bride's party for expenses incurred by the latter till the moment of the marriage ceremony.

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର କନ୍ୟା ଶୁକ୍ଳ]