Jump to content

ବେପଥୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ପୁଂଲିଙ୍ଗବିଶେଷ୍ୟ (ବେପ୍+ଭା.ଅଥୁ),[]

[ସମ୍ପାଦନା]
  • କମ୍ପ
  • କମ୍ପନ
  1. ପ୍ରମୋଦାଭିଧାନ,ପୃଷ୍ଠା-୧୯୩୮

ବେପଥୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେପ୍ ଧାତୁ+ ଭାବ. ଅଥୂ)

[ସମ୍ପାଦନା]
୧. କମ୍ପ; କମ୍ପନ — ୧. Shaking; trembling; quaking; shiver; tremor.

[ଦ୍ରଷ୍ଟବ୍ୟ —ଏହା ଅଷ୍ଟ ସାତ୍ତ୍ୱିକାନୁଭାବ ମଧ୍ୟରୁ ଏକତମ—ରାଗ, ଦ୍ୱେଷ ବା ସ୍ନେହାଦି ହେତୁରୁ ଯେଉଁ ଗାତ୍ର— କମ୍ପ ହୁଏ ତାହାର ନାମ ବେପଥୁ ଏହାର ଉଦାହରଣ— ଲେଖୁ ଲେଖୁ ଚିତ୍ରଲାକ୍ଷାକମ, ଲେଖିଲେ ତହିଁରେ ନିଜ ନାମ, ଥରକୁଥର ଥରିଲା ତାଙ୍କ କର, ଦେଖି ସଖି ମୁହିଁ କଲି ତମ, ଗୋ ଦେଲି କହି ନବ ଗର୍ବ ତୋର ଛାଡ଼ି ନାହିଁ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି]