ବେରିଜି

ଉଇକିଅଭିଧାନ‌ରୁ

ବେରିଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତେରଜି—ବିପରୀତ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି(କଚରିଆ)(ଆରବୀ - ବେରିଜ୍ =ଉପରୁ ତଳକୁ ସ୍ତମ୍ଭାକାରରେ ଲେଖିଥିବା ରାଶିମାନଙ୍କ ମିଶାଣ)[ସମ୍ପାଦନା]

ଯେଉଁ ହିସାବରେ ନିର୍ଦ୍ଧିଷ୍ଟ ସଂଖ୍ୟା ସବୁ କେବଳ ଗୋଟିଏ ବାଗରେ ମିଶାଣ କରାଯାଏ —The mode of totalling up the figure of an account in one direction.



ବେରିଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ବେରିଜ୍)[ସମ୍ପାଦନା]

ହିସାବ କାଗଜରେ ସ୍ତମ୍ଭାକାରର ଲେଖାଥିବା ବହୁ ସଂଖ୍ୟା ଧାଡ଼ି— ମୂଳିଆ ହୋଇ ଲେଖା ହୋଇଥିଲେ ଧାଡ଼ିମୂଳିଆ ସଂଖ୍ୟା— ମାନଙ୍କୁ ମିଶାଇ ଡାହାଣ ପାଖାରେ ପ୍ରାତ୍ୟେକ ଧାଡ଼ିର ଯୋଗ ଫଳକୁ ଲେଖି ସେହି ଯୋଗଫଳମାନଙ୍କୁ ଯୋଗ କଲେ ତହିଁର ଯୋଗଫଳ [ତେରିଜ] ଠିକ୍ ହେଲା କି ନାହିଁ ଏହା ଜାଣିବା ପାଇଁ ପ୍ରତ୍ୟେକ ସ୍ତମ୍ଭର ଯୋଗଫଳକୁ ମିଶାଇବା — The adding up of the totals of every column in account.