ବେଲ

ଉଇକିଅଭିଧାନ‌ରୁ

ବେଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଲ୍ୱ; ପ୍ରା. ବେଲ୍ଲୋ)[ସମ୍ପାଦନା]

୧. ଶ୍ରୀଫଳ; ବିଳ୍ୱଫଳ ଓ ବୃକ୍ଷ —୧. Bael; Aegle Marmelos.

[ଦ୍ରଷ୍ଟବ୍ୟ —ଏହା ନାରଙ୍ଗାଦି ବର୍ଗର ବୃହତ୍ କଣ୍ଟବୃକ୍ଷ ଓ ତହିଁର ଫଳ ବର୍ତ୍ତୂଳ, ପତ୍ର ତ୍ରିପର୍ଣ୍ଣ; ଫଳ ଗଛରେ ୮ ୧: ମାସ ରହି ଖରାଦିନେ ପାଚେ ଏହାର କଞ୍ଚା ଓ ପାଚିଲା ଫଳ, ପତ୍ର ଓ ଅଠା ନାନା କାର୍ଯ୍ୟ ଓ ଔଷଧରେ ଲାଗେ ଏହାର ପତ୍ର ମହାଦେବଙ୍କ ମସ୍ତକରେ ଚଢ଼ା ହୁଏ ପାଚିଲା ବେଲକୁ ପଣା କରି ଖାଆନ୍ତି ଓ ମୁରବା କରନ୍ତି ଏହି ଗଛର ଚେର ମାଟିଭିତରେ ମାଡ଼ିଯାଏ ଓ ତହିଁର ଗଛମୂଳରୁ ଛାଡି ଖଣ୍ଡ— ଦୂରରେ କୁଆଁ ବାହାରି ନୂଆ ଗଛ ବାହାରେ ଖରାଦିନେ ପତ୍ରଯାନ ଝଡ଼ିପଡ଼େ ବୈଦ୍ୟକ ମତରେ ଏହା ମଧୁର, କଷାୟ, ଗରମ, ହୃଦ୍ୟ, ରୁଚିକର, ପନ, ଗ୍ରାହୀ, ପିତ୍ତକର, ପାଚକ, ବାତାତିସାର ଓ ଜ୍ୱରନଶକ ଏଥିର ଫଳ ପାଚିଲେ ଫଳ ମଧ୍ୟର ମିଠା ଶସକୁ ପଣା କରି ଓ ମୁରବ୍ୱା କରି ଖିଆଯାଏ ଫଳ ଉପରେ ଗୋଟିଏ କଠିନ ଆବରଣ ଥାଏ କଞ୍ଚା ବେଲକୁ ଶୁଖାଇ ଔଷଧାର୍ଥ ରଖାଯାଏ, ପାଚିଲା ବେଲ କୋଷ୍ଠକାଠିନ୍ୟ ଦୂର କରେ ଓ ପତଳା ଝାଡ଼ାକୁ ମଧ୍ୟ ବେନ୍ଧେ]

୨. ସ୍ତ୍ରୀଙ୍କୁ ଦିଆଯିବା ନାମ —୨. Name given to females.