ବେଲ୍ ଚକ୍କି

ଉଇକିଅଭିଧାନ‌ରୁ

ବେଲ୍ ଚକ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବେଲଚଦ୍=ଫାଉଣ୍ଡା+ସଂସ୍କୃତ - ଚକ୍ର)[ସମ୍ପାଦନା]

କୋଠା କାମ ପାଇଁ ଚୂନକୁ ଘଣା ବୁଲାଇବା ପ୍ରକ୍ରିୟାରେ ପେଷିବାର ପଥର ଚକି — A stone mill grinding lime.

[ଦ୍ରଷ୍ଟବ୍ୟ —ଯେଉଁଠାରେ ବହୁତ ପେଶା ଚୂନା ଲୋଡ଼ା ହୁଏ ସେଠାରେ ଚୂନା ସଙ୍ଗା ବାଲି ବା ସୁରକୀକୁ ଢ଼ିଙ୍କିଦ୍ୱାରା ନ ମିଶାଇ ଗୋଟିଏ ପରିଧିବିଶିଷ୍ଟ ଗର୍ତ୍ତ କରି ସେ ଗର୍ତ୍ତରେ ଚୂନ ଓ ବାଲି ଆଦି ପୂରାଇ ଘଣା ବୁଲାଇବା ପରି ବଳଦଙ୍କଦ୍ୱାରା ପଥର ଚକିକୁ ବୁଲାଇ ପେଶାଯାଏ]