ବେଳେ
ଦେଖଣା
ବେଳେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ଦିନକେ ଥରେ; ଓଳିଏ —୧. Once during the day.
[ଉ—ବ୍ରହ୍ମଚର୍ଯ୍ୟ କରଣ ବେଳେ ଭାତ ଖାଇ କୃଷ୍ଣସିଂହ. ମହାଭାରତ. ବନ]
- ୨. ଥର —୨. Time.
[ଉ—ନିତି ତିନି ବେଳେ ତାଙ୍କୁ ଦର୍ଶନ କରିବା ଶ୍ରୀଗୁରୁଭକ୍ତି ଗୀତା]
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଥରେ —Once.
[ଉ—ବୋଲି—ବିକ୍ରମ ତୁ ଲଙ୍କା ଆଉ ବେଳେ ଭଞ୍ଜ. ବୈଦେହୀଶବିଳାସ]