ବେଶ୍
ଦେଖଣା
ବେଶ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଣ—(ଫାରାସୀ - ବେଶ୍)
[ସମ୍ପାଦନା]- ୧. ଆଚ୍ଛା; ଭଲ; ଉତ୍ତମ — ୧. Good.
- ୨. ଶ୍ରେଷ୍ଠ; ଉତ୍କୃଷ୍ଟ —୨. Excellent.
- ୩. ପ୍ରଶଂସନୀୟ —୩. Praiseworthy.
- ୪. ଖୁବ୍; ବହୁତ —୪. Much; great.
- ୫. ସୁନ୍ଦର —୫. Beautiful; charming.
କ୍ରି.ବିଶେଷଣ -
[ସମ୍ପାଦନା]- ୧. ଆଚ୍ଛା — ୧. Well.
- ୨. ଉତ୍ତମରୂପେ —୨. Goodly.
- ୩. ଖୁବ୍; ଅତ୍ୟନ୍ତ —୩. Greatly; much.
ଅ
[ସମ୍ପାଦନା](ଅନୁମୋଦନାର୍ଥକ) ଭଲ ହେଲା —Well done !