ବେହେରା
ଦେଖଣା
ବେହେରା
ଉଚ୍ଚାରଣ
[ସମ୍ପାଦନା](ବେହେରାଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ବାହକ;ଢୁଳ ବିହାର=ଲୀଳା, ଭ୍ରମଣ,ଢୁଳ. ଇଂରାଜୀ - ବେଆରର୍)
[ସମ୍ପାଦନା]- ୧. ଯାନ ବାହକ;ପାଲିଙ୍କିବାହକ —୧. Pali bearer.
- ୨. କେତେକ ଉତ୍କଳୀୟ ଶୂଦ୍ର ଓ ବୈଶ୍ୟଙ୍କକ ବଂଶୋପାଧି —୨. Family title of certain Ṡūdras and B&aline;i̱ṡyas of Orissa.
[ଦ୍ରଷ୍ଟବ୍ୟ —ଗଉଡ଼, ପାଟରା, କେଉଟ, ଚମାର, ଶିଆଳ ଓ ଅନ୍ୟ କେତେ ଜାତିଙ୍କ ବଂଶୋପାଧି ବେହେରା ଅଟେ
- ୩. ହାଟୁଆ ଜାତିର ନେତା ବା ହଳପତି; ଜାତିବେହେରା — ୩. The headman of a caste guild.
- ୪. ଭୃତ୍ୟ —୪. Servant.
(ଉ—ବାବୁ ପରେ ଦିଏ ବସାଇ ବେହେରା—ରାଧାନାଥ ଦରବାର
- ୫. ମାଲିକ —୫. Owner; master.
(ଉ—ବେଶ ରି ସାରିଥିଲେ ଆଗୁଆଣି—ବେହେରାଏ ସର୍ବ ଶୋଭା ପୁରୀ ପୁଣି ଭଞ୍ଜ.ବୈଦେହୀଶବିଳାସ)
[ଦ୍ରଷ୍ଟବ୍ୟ —ଉତ୍କଳର ଭିନ୍ନ ଭିନ୍ନ ଅଞ୍ଚଳରେ ଗଉଡ଼, ବାଉରି ପାଣ, ହାଡ଼ି, କନ୍ଧ ଓ ସାନ୍ତାଳ— ମାନେ ପାଲିଙ୍କି ବେହେରା କାର୍ଯ୍ୟ କରନ୍ତି]
<garmgrp>
ପ୍ରାଦେଶିକ - (ଜୟପୁର) ବି
—
ଚାଷ ମୁଲିଆଙ୍କ ସର୍ଦାର୍; ଖମାରେଈ —
The head amongst the servants engagedfor agriculture. </garmgrp>