ବେହେରା

ଉଇକିଅଭିଧାନ‌ରୁ

ବେହେରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବେହେରାଣୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ବାହକ;ଢୁଳ ବିହାର=ଲୀଳା, ଭ୍ରମଣ,ଢୁଳ. ଇଂରାଜୀ - ବେଆରର୍)[ସମ୍ପାଦନା]

୧. ଯାନ ବାହକ;ପାଲିଙ୍କିବାହକ —୧. Pali bearer.
୨. କେତେକ ଉତ୍କଳୀୟ ଶୂଦ୍ର ଓ ବୈଶ୍ୟଙ୍କକ ବଂଶୋପାଧି —୨. Family title of certain Ṡūdras and B&aline;i̱ṡyas of Orissa.

[ଦ୍ରଷ୍ଟବ୍ୟ —ଗଉଡ଼, ପାଟରା, କେଉଟ, ଚମାର, ଶିଆଳ ଓ ଅନ୍ୟ କେତେ ଜାତିଙ୍କ ବଂଶୋପାଧି ବେହେରା ଅଟେ

୩. ହାଟୁଆ ଜାତିର ନେତା ବା ହଳପତି; ଜାତିବେହେରା — ୩. The headman of a caste guild.
୪. ଭୃତ୍ୟ —୪. Servant.

(ଉ—ବାବୁ ପରେ ଦିଏ ବସାଇ ବେହେରା—ରାଧାନାଥ ଦରବାର

୫. ମାଲିକ —୫. Owner; master.

(ଉ—ବେଶ ରି ସାରିଥିଲେ ଆଗୁଆଣି—ବେହେରାଏ ସର୍ବ ଶୋଭା ପୁରୀ ପୁଣି ଭଞ୍ଜ.ବୈଦେହୀଶବିଳାସ)

[ଦ୍ରଷ୍ଟବ୍ୟ —ଉତ୍କଳର ଭିନ୍ନ ଭିନ୍ନ ଅଞ୍ଚଳରେ ଗଉଡ଼, ବାଉରି ପାଣ, ହାଡ଼ି, କନ୍ଧ ଓ ସାନ୍ତାଳ— ମାନେ ପାଲିଙ୍କି ବେହେରା କାର୍ଯ୍ୟ କରନ୍ତି]

<garmgrp>

ପ୍ରାଦେଶିକ - (ଜୟପୁର) ବି

ଚାଷ ମୁଲିଆଙ୍କ ସର୍ଦାର୍; ଖମାରେଈ —

The head amongst the servants engagedfor agriculture.
</garmgrp>