ବୈତାନ
ଦେଖଣା
ବୈତାନ
ଉଚ୍ଚାରଣ
[ସମ୍ପାଦନା](ବୈତାନିକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ବିତାନ+ଅ)
[ସମ୍ପାଦନା]ଯଜ୍ଞୀୟ; ଯଜ୍ଞ ସଂକ୍ରାନ୍ତି — Relating to vedic sacrifice; sacrificial.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯଜ୍ଞାଗ୍ନି —୧. Sacrificial fire.
- ୨. ହୋମ —୨. Vedic oblation unto fire; burnt offerings.
- ୩. ହୋମରେ ଦିଆଯିବା ନୈବେଦ୍ୟ —୩. Offerings made during vedic sacrifice and put into the fire.