ବୈଦିକ
ଦେଖଣା
ବୈଦିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବେଦ+ସମ୍ୱନ୍ଧାର୍ଥେ ଇକ)
[ସମ୍ପାଦନା]- ୧. ବେଦସମ୍ୱନ୍ଧୀୟ଼ —୧. Vedic; relating to the Bedas.
- ୨. ବେଦୋକ୍ତ; ବେଦନିର୍ଦ୍ଦିଷ୍ଟ —୨. Enjoined or laid down in the Bedas.
- ୩. ବେଦାଧ୍ୟାୟୀ —୩. Studying the Bedas.
- ୪. ବେଦଜ୍ଞ —୪. Versed in the Bedas.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୁଳୀନ ବ୍ରାହ୍ମଣଙ୍କର ଶ୍ରେଣୀବିଶେଷ —A higher class of Brāhmaṇas.