ବୈଧର୍ମ୍ମ୍ୟ
ଦେଖଣା
ବୈଧର୍ମ୍ମ୍ୟ
ଉଚ୍ଚାରଣ
[ସମ୍ପାଦନା](ସାଧର୍ମ୍ୟ—ବିପରୀତ)
ସଂସ୍କୃତ - ବିଶେଷ୍ୟ - (ବିଧର୍ମ+ଭାବ. ଯ)
[ସମ୍ପାଦନା]- ୧. ନାସ୍ତିକତା —୧. Atheism.
- ୨. ନିଜ ଧର୍ମ ପାଳନ ନ କରିବା — ୨. Heterodoxy in religious matters.
- ୩. ଏକ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିବାର ଅବସ୍ଥା —୩. Apostacy.
- ୪. ଅସାମଞ୍ଜସ୍ୟ —୪. Dissimilarity; difference.
- ୫. ବୈପରୀତ୍ୟ —୫. Contrariety.